ସ୍ୱାଦନୀୟ Swadanīya
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ଅନୀୟ) — ଚଖାହେବାର ଯୋଗ୍ୟ — Fit to be tasted
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ଅନୀୟ) — ଯହିଁର ରସ ଅନୁଭବ କରିବା ଯୋଗ୍ୟ — Of which the sentiment is fit to be enjoyed
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ଅନୀୟ) — ସୁସ୍ୱାଦୁ; ସୁଆଦିଆ — Sweet to the taste; tasteful; relishing