ସ୍ୱାତନ୍ତ୍ର୍ୟ Swatantrya

  • ସଂ. ବି—(ସ୍ୱତ୍ରନ୍ତ୍ର+ଭାବ ଯ) — ସ୍ୱତନ୍ତ୍ରତା — Speciality; peculiarity
  • ସଂ. ବି—(ସ୍ୱତ୍ରନ୍ତ୍ର+ଭାବ ଯ) — ବ୍ଯକ୍ତିତ୍ୱ — Individuality
  • ସଂ. ବି—(ସ୍ୱତ୍ରନ୍ତ୍ର+ଭାବ ଯ) — ସ୍ୱାଧୀନତା — Independence; freedom
  • ସଂ. ବି—(ସ୍ୱତ୍ରନ୍ତ୍ର+ଭାବ ଯ) — (ଯଥା—ନ ସ୍ତ୍ରୀ ସାତନ୍ତ୍ର୍ୟ ମର୍ହତି—ସ୍ତ୍ରୀଲୋକ ସାତନ୍ତ୍ର୍ୟର ଯୋଗ୍ୟା ନୁହନ୍ତି।)