ସ୍ୱାଚ୍ଛନ୍ଡ୍ୟ Swāchchhandya

  • ସଂ. ବି—(ସ୍ୱଚ୍ଛନ୍ଦ+ଭାବ ଯ) — ସ୍ୱଚ୍ଛନ୍ଦତା; ଆରାମ — Comfort; ease; feeling of ease
  • ସଂ. ବି—(ସ୍ୱଚ୍ଛନ୍ଦ+ଭାବ ଯ) — ସ୍ୱାସ୍ଥ୍ୟ — Health
  • ସଂ. ବି—(ସ୍ୱଚ୍ଛନ୍ଦ+ଭାବ ଯ) — ସ୍ୱାଧୀନତା — Independence