ସ୍ୱାଗତ ଭର୍ତ୍ତୃକା Swāgata barttṛukā
- ସଂ. ବି. ସ୍ତ୍ରୀ—(ବହୁବ୍ରୀହି, ସ୍ୱାଗତ+ପତି; ଭର୍ତ୍ତୃ+କ+ଆ) — ଏକ ଶ୍ରେଣୀର ନାୟିକା; ଆପଣାର ପତି ବିଦେଶରୁ ଫେରି ଆସିବା ସମୟରେ ତାଙ୍କୁ ପ୍ରସନ୍ନ ଚିତ୍ତରେ ଅଭ୍ୟର୍ଥନାକାରିଣୀ ନାୟିକା (ହି. ଶ.) — (a class of heroines in a plot) A woman who welcomes her husband returning home after a long sojourn