ସ୍ୱାଗତ ଜିଜ୍ଞାସା Swāgata jijn̄āsā

  • ସଂ. ବି — ସ୍ୱାଗତ ରୂପ ପ୍ରଶ୍ନ; ଆଗନ୍ତୁକ ବ୍ଯକ୍ତିଙ୍କୁ କୁଶଳ ପ୍ରଶ୍ନ (ଯଥା— ଆପଣଙ୍କର ସର୍ବଶୁଭତ?) ଆପଣ ନିର୍ବିଘ୍ନରେ ଆସିଲେଟିକି?) — Enquiry about the well-being or safe journey of a newly arrived honoured guest