ସ୍ୱସ୍ରୀୟ Swasrīya

  • ସଂ. ବି. ପୁଂ. (ସ୍ୱସୃ+ଅପତ୍ୟାର୍ଥେ ଇୟ) — ଭାଗିନେୟ; ଭଣଜା — Sister's son
  • ସଂ. ବିଣ — ଭଗିନୀ ସମ୍ବନ୍ଧୀୟ — Relating to a sister; sisterly