ସ୍ୱସ୍ଥ Swastha
- ସଂ. ବିଣ. ପୁଂ. (ସ୍ୱସ୍ଥା+ଧାତୁ+କର୍ତ୍ତୃ ଅ) — ସୁସ୍ଥ (ଦେବୀ ମାହାତ୍ମ୍ୟ) — Hale; in enjoyment of health
- ସଂ. ବିଣ. ପୁଂ. (ସ୍ୱସ୍ଥା+ଧାତୁ+କର୍ତ୍ତୃ ଅ) — ନିରୁଦ୍ବିଗ୍ନ — Free from anxiety
- ସଂ. ବିଣ. ପୁଂ. (ସ୍ୱସ୍ଥା+ଧାତୁ+କର୍ତ୍ତୃ ଅ) — ସନ୍ତୁଷ୍ଟଚିତ୍ତ — Con tented