ସ୍ୱସ୍ତ୍ୟୟନ Swastyayana
- ସଂ. ବି (ବହୁବ୍ରୀହି; ସ୍ୱସ୍ତି=ମଙ୍ଗଳ+ଆ+ଇ+ଧାତୁ+ ଭାବ. ଅନ) — କୁଗ୍ରହଙ୍କୁ ଶାନ୍ତି କରିବା ପାଇଁ ଅନୁଷ୍ଠିତ ହୋମାଦି ମଙ୍ଗଳ କର୍ମ; ଗ୍ରହଯାଗ — Oblations unto fire made for propitiating evil planets
- ସଂ. ବି (ବହୁବ୍ରୀହି; ସ୍ୱସ୍ତି=ମଙ୍ଗଳ+ଆ+ଇ+ଧାତୁ+ ଭାବ. ଅନ) — ଦାନଗ୍ରହୀତା ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ୱସ୍ତିବାଚନ ପୂର୍ବକ ଆଶୀର୍ବାଦ — Blessings uttered by Brāhmaṇas on accepting gifts
- ସଂ. ବି (ବହୁବ୍ରୀହି; ସ୍ୱସ୍ତି=ମଙ୍ଗଳ+ଆ+ଇ+ଧାତୁ+ ଭାବ. ଅନ) — [ଉ—ପୁରୋହିତ ଆଦି ମଙ୍ଗଳପ୍ରଦ ଜନ, ପାଶରେ ଥାଇ କହନ୍ତିଟିକି ସ୍ୱସ୍ତ୍ୟୟନ। କୃଷ୍ଣସିଂହ, ମହାଭାରତ, ସଭା।]