ସ୍ୱସ୍ତି Swasti

  • (ସୁ=ଉତ୍ତମ+ଅସ୍ ଧାତୁ=ହେବା+ଭାବ ତି) — (ଆଶୀର୍ବାଦ, ମଙ୍ଗଳ କାମନା ଆଦି ଉଦ୍ଦେଶ୍ୟରେ ବ୍ଯବହୃତ ଅବ୍ଯୟ ଶବ୍ଦ; ତୁମ୍ଭର ମଙ୍ଗଳ ହେଉ । — ) (Interjection used in benedictions and goodwishes; (God bless you!)
  • ସଂ. ବି — ଆଶୀର୍ବାଦ — Blessing
  • ସଂ. ବି — ପୁଣ୍ଯ — Piety
  • ସଂ. ବି — କଲ୍ୟାଣ; ଶୁଭ; ମଙ୍ଗଳ — Auspiciousness; bliss
  • ସଂ. ବି — ସ୍ୱୀକାର — Consent
  • ସଂ. ବି — ତୃପ୍ତି; ସନ୍ତୋଷ — Satisfaction; contentment
  • ସଂ. ବି — ଶାନ୍ତି — Peace
  • ସଂ. ବି — ପୁରାଣାନୁସାରେ ବ୍ରହ୍ମାଙ୍କର 3 ସ୍ତ୍ରୀଙ୍କ ମଧ୍ୟରୁ ଜଣେ (ହି. ଶ.) — ପୁରାଣାନୁସାରେ ବ୍ରହ୍ମାଙ୍କର3ସ୍ତ୍ରୀଙ୍କ ମଧ୍ୟରୁ ଜଣେ (ହି. ଶ.)—. One of the 3 wives of Brahmā
  • ସଂ. (ଅ) — ଆଶୀର୍ବାଦ ଓ ମଙ୍ଗଳକାମନା ବେଳେ ବ୍ଯବହୃତ ଶବ୍ଦ)—ତୁମ୍ଭର କଲ୍ୟାଣ ହେଉ — God bless you!
  • ସଂ. (ଅ) — ମଙ୍ଗଳ କର୍ମରେ ସ୍ୱସ୍ତି ଶବ୍ଦଯୁକ୍ତ ମନ୍ତ୍ର — Holy formula with the word 'Swāsti' used on auspicious occasions
  • ସଂ. (ଅ) — ଦାନ ସ୍ୱୀକାର ମନ୍ତ୍ର — A formula pronounced by a person while accepting a gift
  • ସଂ. (ଅ) — [ଦ୍ର— ବ୍ରାହ୍ମଣ ଦାନ ଗ୍ରହଣ କରିସାରି 'ସ୍ୱସ୍ତି' 'ସ୍ୱସ୍ତି' 'ସ୍ୱସ୍ତି' ଏହି ମନ୍ତ୍ର ଉଚ୍ଚାରଣ କରନ୍ତି।