ସ୍ୱଷ୍ଟିକ Swashṭika
- ଗ୍ରା. ବି. (ସଂ. ସ୍ଫଟିକ) — ସ୍ଫଟିକ — Crystal
- ଗ୍ରା. ବି. (ସଂ. ସ୍ଫଟିକ) — [ଉ— ସଷ୍ଟିକ ପରାଏ ଦିଶେ ସଷ୍ଠିରେ ନ ଯାଏ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।]
- ଗ୍ରା. ବିଣ — ସ୍ଫଟିକ ପରି ସ୍ୱଚ୍ଛ — Transpoarent as crystal
- ଗ୍ରା. ବିଣ — ସ୍ଫଟିକ ପରି ନିର୍ମଳ — Crystal-clear