ସ୍ୱଳ୍ପ Swaḻpa

  • ସଂ. ବିଣ [ସୁ=ଅତି+ଅଳ୍ପ] — ଟିକିଏ — A little
  • ସଂ. ବିଣ [ସୁ=ଅତି+ଅଳ୍ପ] — ଅତ୍ୟଳ୍ପ — Very little
  • ସଂ. ବିଣ [ସୁ=ଅତି+ଅଳ୍ପ] — ଅତିକ୍ଷୁଦ୍ର; ଅତି ଛୋଟ — Very small
  • ସଂ. ବିଣ [ସୁ=ଅତି+ଅଳ୍ପ] — ଅତି ସାମାନ୍ୟ — Very slight