ସ୍ୱଲୀନ Swalīna

  • ସଂ. ବି. ପୁଂ. — ଦାନବବିଶେଷ — Name of a demon
  • ସଂ. ବି. ପୁଂ. — [ଦ୍ର—ଭଗୀରଥ ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବା ସମୟରେ ବାଟରେ ଏ ଦାନବ ପର୍ବତରୂପ ଧାରଣ କରି 100 ବର୍ଷକାଳ ଗଙ୍ଗାଙ୍କର ପଥରୋଧ କରିଥିଲା। ଭଗୀରଥ କୌଶିକଙ୍କୁ ଆରାଧନା କରିବାରୁ ସେ ତାଙ୍କୁ ଗୋଟିଏ ନାଗବାହନ ଦେଲେ। ଏହି ନାଗ ସ୍ୱଲୀନକୁ ବିଦାରଣ କରିବାରୁ ଗଙ୍ଗାଙ୍କ ବାଟ ଫିଟିଲା— (ବହ୍ନିପୁରାଣ, ଗଙ୍ଗାବତରଣ)] — [ଦ୍ର—ଭଗୀରଥ ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବା ସମୟରେ ବାଟରେ ଏ ଦାନବ ପର୍ବତରୂପ ଧାରଣ କରି100ବର୍ଷକାଳ ଗଙ୍ଗାଙ୍କର ପଥରୋଧ କରିଥିଲା ଭଗୀରଥ କୌଶିକଙ୍କୁ ଆରାଧନା କରିବାରୁ ସେ ତାଙ୍କୁ ଗୋଟିଏ ନାଗବାହନ ଦେଲେ ଏହି ନାଗ ସ୍ୱଲୀନକୁ ବିଦାରଣ କରିବାରୁ ଗଙ୍ଗାଙ୍କ ବାଟ ଫିଟିଲା— (ବହ୍ନିପୁରାଣ, ଗଙ୍ଗାବତରଣ)]