ସ୍ୱଳ୍ପ କେଶର Swaḻpa keṡara

  • ସଂ. ବି (ସ୍ୱଳ୍ପ+କେଶର+ଇନ୍; 1 ମା. 1 ବ) — କାଞ୍ଚନାର; କୋବିଦାର ବୃକ୍ଷ (ରାଜ ନିର୍ଘଣ୍ଟ); କଞ୍ଚନ ଗଛ (ନାଲି ଓ ଧଳା) — Bauhinia Variegata tree