ସ୍ୱଳ୍ପକେଶୀ Swaḻpakeṡī

  • ସଂ. ବି — ଭୂତକେଶ ନାମକ ଘାସ; ଶ୍ୱେତଦୁର୍ବ୍ୱା — The white variety of Doob grass; creeping Cynodon
  • ସଂ. ବି — ଗୋଲାମୀ; ବଚା (ଶବ୍ଦଚନ୍ଦ୍ରିକା); ବଚ — The sweet flag; Acorus Calamus
  • ସଂ. ବିଣ. ପୁଂ. — ସ୍ୱଳ୍ପକେଶିନୀର ପୁଂଲିଙ୍ଗ — (a female) Having very few or short hairs