ସ୍ୱଳ୍ପ ଭାଷୀ Swaḻpa bhāshī

  • ସଂ. ବିଣ. ପୁଂ. (ସ୍ୱଳ୍ପ ଭାଷିନ୍ ଶବ୍ଦ; ସ୍ୱଳ୍ପ+ଭାଷ୍ ଧାତୁ+କର୍ତ୍ତୃ ଇନ୍) — ଯେ ଅତି ଅଳ୍ପ କଥା କହେ — Speaking or talking very little