ସ୍ୱର୍ବଧୂ Swarbadhū

  • ସଂ. ବି—(ପୁରାଣ) — ସ୍ୱର୍ଗୀୟା ସ୍ତ୍ରୀ — A woman of heaven
  • ସଂ. ବି—(ପୁରାଣ) — ଅପ୍ସରାମାନେ (ହେମଚନ୍ଦ୍ର) — The heavenly nymphs