ସ୍ୱର୍ଣ୍ଣାଭ Swarṇṇābha

  • ସଂ. ବିଣ—(ସ୍ୱର୍ଣ୍ଣ+ଆଭା; ବହୁବ୍ରୀହି) — ସ୍ୱର୍ଣ୍ଣର ପ୍ରଭାଯୁକ୍ତ — Glittering like gold; of a golden hue
  • ସଂ. ବି. — ହରତାଳ — Yellow orpiment