ସ୍ୱର୍ଣ୍ଣଳୀ Swarṇṇaḻī

  • ସଂ. ବି — ଏକ ପ୍ରକାର ଆରଗ୍ବଧ ବା ସୁନାରି ଗଛ; ସ୍ୱର୍ଣ୍ଣ ପୁଷ୍ପୀ — A species of Cassia Fistula
  • ସଂ. ବି — [ଦ୍ର—ଏହା କଟୁ କଷାୟ, ଶୀତବୀର୍ଯ୍ୟ, ବିରେଚକ, ବ୍ରଣନାଶକ, ଓ ସାଧାରଣ ସୁନାରି ଗଛର ଅନ୍ୟଗୁଣ ବିଶିଷ୍ଟ।]