ସ୍ୱର୍ଣ୍ଣମୟୀ Swarṇṇamayī

  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females
  • ସଂ. ବିଣ. ସ୍ତ୍ରୀ — ସ୍ୱର୍ଣ୍ଣମୟର ସ୍ତ୍ରୀଲିଙ୍ଗ — Feminine of Swarṇṇamaya