ସ୍ୱର୍ଣ୍ଣ ମୃଗ Swarṇṇa mruga

  • ସଂ. ବି — ଚାମଚନ୍ଦ୍ରଙ୍କୁ ପ୍ରଲୋଭିତ କରି ଦୂରସ୍ଥ ଅରଣ୍ୟକୁ ନେଇଯିବା ପାଇଁ ରାବଣର ଆଦେଶ— କ୍ରମେ ମାରିଚ ରାକ୍ଷସର ଧାରଣ କରିଥିବା ସ୍ୱର୍ଣ୍ଣାଭ ଜୀବନ୍ତ ମୃଗମୂର୍ତ୍ତି — The form of a golden deer assumed by Māricha to tempt Rama into the distant woods, so that Rāvaṇa would abduct Sītā