ସ୍ୱର୍ଣ୍ଣ ମାରଣ Swarṇṇa māraṇa
- ସଂ. ବି — ବୈଦ୍ୟଶାସ୍ତ୍ରୋକ୍ତ ବିଧି ଦ୍ୱାରା ସ୍ୱର୍ଣ୍ଣକୁ ଶୋଧନ କରିବା — Refining of gold by Ayurvedic process
- ସଂ. ବି — ଦ୍ରବ୍ୟ— ସଂଯୋଗ ଦ୍ୱାରା ଅନ୍ଯ ଧାତୁକୁ ସୁନାରେ ପରିବର୍ତ୍ତନ କରିବା — The process of changing basermetals into gold; alchemy