ସ୍ୱର୍ଣ୍ଣ ଭୃଙ୍ଗାର Swarṇṇa bhṛuṇgāra

  • ସଂ. ବି—(ମ. ପ. ଲୋ) — ସ୍ୱର୍ଣ୍ଣନିର୍ମିତ ଝରି — A pitcher of gold
  • ସଂ. ବି—(ମ. ପ. ଲୋ) — ସ୍ୱର୍ଣ୍ଣ ଭୃଙ୍ଗରାଜ (ଦେଖ) — Swarṇṇa bhṛuṅgarāja (See)