ସ୍ୱର୍ଣ୍ଣ ବଲ୍ଲୀ Swarṇṇa ballī

  • ସଂ. ବି — ଲତାବିଶେଷ — Name of a creeper
  • ସଂ. ବି — [ଦ୍ର—ଏହା ଦୁଗ୍ଧଦାୟକ, ଶିରଃପୀଡ଼ା ଏବଂ ତ୍ରିଦୋଷ ନାଶକ (ରାଜନିର୍ଘଣ୍ଟ)।] ଏଥିର ଫଳ ରକ୍ତବର୍ଣ୍ଣ।
  • ସଂ. ବି — ଆରଗ୍ବଧ; ସୁନାରୀ ଗଛ (ହି. ଶ.) — Cassia Fisula