ସ୍ୱର୍ଣ୍ଣ ବର୍ଣ୍ଣ Swarṇṇa barṇṇa
- ସଂ. ବି. ( 6 ଷ୍ଠୀ ତତ୍) — ସୁନାର ରଙ୍ଗ — Golden colour
- ବିଣ. ପୁଂ. (ବହୁବ୍ରୀହି) — ହେମାଙ୍ଗ; ଯାହାର ଦେହ ହଳଦିଆ; ସୁନାପରି ଗୌର — Having the body of golden colour, golden-complexioned
- ଦେ. ବି — ସ୍ୱର୍ଣ୍ଣାକ୍ଷର (ଦେଖ) — Swarṇṇākshara (See)
- ଦେ. ବି — ବଣଗୁଗ୍ଗୁଳ (ହି. ଶ.) — A kind of Bdellium
- ଦେ. ବି — ହରିତାଳ — Yellow orpiment
- ଦେ. ବି — ସ୍ୱର୍ଣ୍ଣଗୈରିକ (ହି. ଶ.) — Yellow ochre
- ଦେ. ବି — ଦାରୁ ହଳଦୀ (ହି. ଶ.) (ଦେଖ) — Dāru haḻadī (See)