ସ୍ୱର୍ଣ୍ଣ ପୁଷ୍ପ Swarṇṇa pushpa
- ସଂ. ବି. (ବହୁବ୍ରୀହି) — ଚମ୍ପକ ବୃକ୍ଷ (ରାଜନିର୍ଘଣ୍ଟ) — Champaka tree
- ସଂ. ବି. (ବହୁବ୍ରୀହି) — ଆରଗ୍ବଧ ବା ସୁନାରି ଗଛ (ରାଜନିର୍ଘଣ୍ଟ) — Cassia Fistula (tree)
- ସଂ. ବି. (ବହୁବ୍ରୀହି) — ବବୁର ଗଛ ବା କଣ୍ଟାକୁସୁମ (ଶବ୍ଦଚନ୍ଦ୍ରିକା) — Acacia tree
- ସଂ. ବି. (ବହୁବ୍ରୀହି) — କପିତ୍ଥ (ହି. ଶ.) — Wood apple
- ସଂ. ବି. (ବହୁବ୍ରୀହି) — ପାଣି କଖାରୁ (ହି. ଶ.) — The white gourd
- ସଂ. ବି. (ବହୁବ୍ରୀହି) — (ମ. ପ. ଲୋ)—ସୁନାରେ ତିଆରି ଫୁଲ — Golden flower