ସ୍ୱର୍ଣ୍ଣ ପୁଷ୍ପୀ Swarṇṇa pushpī

  • ସଂ. ବି — ଆରଗ୍ବଧ; ସୁନାରି ଗଛ (ଶବ୍ଦ ଚନ୍ଦ୍ରିକା) — Cassia Fistula
  • ସଂ. ବି — ସ୍ୱର୍ଣ୍ଣକେତକୀ (ରାଜନିର୍ଘଣ୍ଟ) — The yellow-flowered variety of pandanus Odoratissimus
  • ସଂ. ବି — ସାତଳା (ଦେଖ) — Sātaḻā (See)