ସ୍ୱର୍ଣ୍ଣ ପୁର Swarṇṇa pura

  • ଦେ. ବି — ସୋନପୁର (ଦେଖ) — Sonapura (See)
  • ସଂ. ବି. (ମ. ପ. ଲୋ) — ସ୍ୱର୍ଣ୍ଣନିର୍ମିତ ନଗର — A city of gold
  • ସଂ. ବି. (ମ. ପ. ଲୋ) — ସୁନାରେ ତିଆରି ଗୃହ — A house made of gold