ସ୍ୱର୍ଣ୍ଣ ଚୂଳ Swarṇṇa chūḻa
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱର୍ଣ୍ଣଚୂଡ଼ାରେ ଅଛି ଯାହାର) — ଯାହାର ଚୂଡ଼ାରେ ସ୍ୱର୍ଣ୍ଣ ଅଛି — Gold-crested
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱର୍ଣ୍ଣଚୂଡ଼ାରେ ଅଛି ଯାହାର) — ଯାହାର ମସ୍ତକ ସ୍ୱର୍ଣ୍ଣାଭ — Having the head of the colour of gold
- ସଂ. ବି — ପକ୍ଷିବିଶେଷ; ନୀଳକଣ୍ଠ ପକ୍ଷୀ — The blue-necked jay
- ଦେ. ବି — ଓଡ଼ିଶାର ନୀଳଗିରି ରାଜ୍ୟର ରାଜଧାନୀ ସନ୍ନିହିତ ପର୍ବତର ନାମ; ସୁନଚଟ ପର୍ବତ — The name of a mountain near the capital of the Nilgiri State of Orissa
- ଦେ. ବି — [ଉ—ନୀଳଗିରି ଯହିଁ ମର୍କତ ମହୁଡ଼, ଟେକିଛି ଅମ୍ବରେ ଶୈଳସ୍ୱର୍ଣ୍ଣଚୂଡ଼—ରାଧାନାଥ, ନନ୍ଦିକେଶ୍ୱରୀ।]