ସ୍ୱର୍ଣ୍ଣ କ୍ଷିରିଣୀ Swarṇṇa kshiriṇī

  • ସଂ. ବି—(ବୈଦ୍ଯକ) — ଅଗରା ଗୁଳ୍ମ — Gamboje Thistle; Cleome Felina (plant)
  • ସଂ. ବି—(ବୈଦ୍ଯକ) — [ଦ୍ର— ଏହାର ମୂଳ ରେଚକ, ଭେଦକ ଓ ତିକ୍ତ। ଏହା କୃମି, ବିଷ, ଆନାହ, କଫ, ରକ୍ତପିତ୍ତ ଓ କୁଷ୍ଠ ନାଶକ। ଏହାର କ୍ଷୀର ହଳଦିଆ।]