ସ୍ୱର୍ଣ୍ଣ କୁମାରୀ Swarṇṇa kumārī

  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females
  • ଦେ. ବି. ସ୍ତ୍ରୀ — ରାଜସ୍ଥାନର ଜନୈକ କ୍ଷତ୍ରୀୟରମଣୀ — The name of an illustrious Kshyatriya lady of Rājasthāna
  • ଦେ. ବି. ସ୍ତ୍ରୀ — ବଙ୍ଗର ସ୍ୱର୍ଗୀୟ ସାହିତ୍ୟ ପ୍ରେମିକା ସ୍ୱର୍ଣ୍ଣକୁମାରୀ ଦେବୀ — The late Swarnakumārī Debī of Bengal
  • ଦେ. ବି. ସ୍ତ୍ରୀ — [ଦ୍ର—ଏ ସ୍ୱର୍ଗୀୟ ଦେବେନ୍ଦ୍ରନାଥ ଠାକୁରଙ୍କ କନ୍ୟା; 1857 ଖ୍ରାଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଏ ବଙ୍ଗ ମହିଳାମାନଙ୍କ ମଧ୍ୟରେ ପ୍ରଥମ ଉପନ୍ୟାସ ଲେଖିଥିଲେ। ଏହାଙ୍କ ପ୍ରଥମ ଉପନ୍ୟାସ 'ଦୀପନିର୍ବାଣ'; ଏ ପରେ 'ଛିନ୍ନମୁକୁଳ', ହୁଗୁଳିର ଇମାସ୍ ବାଡ଼ା, ସ୍ନେହଲତା, ବିଦ୍ରୋହ, ମିବାରରାଜ; ଫୁଲେର- ମାଲା, କାହାକେ, ନବ ବାହିନୀ, ବସନ୍ତ ଉତ୍ସବ, ଗାଥ୍, ବାଲ୍ୟବିନୋଦ' ଆଦି ବଙ୍ଗଳା ଗ୍ରନ୍ଥ ଲେଖିଥିଲେ। ଏ ବଙ୍ଗଳା, ସଂସ୍କୃତ ଓ ଇଂରାଜୀ ଭାଷା ଉତ୍ତମରୂପେ ଜାଣିଥିଲେ। ଏହାଙ୍କ ସ୍ୱାମୀଙ୍କ ନାମ ଜଗନ୍ନାଥ ଘୋଷାଲ। ଏ 11 ବର୍ଷ 'ଭାରତୀ' ମାସିକ ପତ୍ରିକାର ସମ୍ପାଦକତ୍ୱ କରିଥିଲେ। ଏହାଙ୍କ କନ୍ଯା ଶ୍ରୀମତୀ ସରଳା ଦେବୀ ବି. ଏ। ଏ ଭାରତୀୟ ପରଦାନସୀନ୍ ସ୍ତ୍ରୀଲୋକମାନଙ୍କ ପାଇଁ 'ସଖୀ ସମିତି', 'ବିଧବାଶ୍ରମ' ଓ 'ମହିଳା—ଶିଳ୍ପମେଳା' ଆଦି ଅନେକଗୁଡ଼ିଏ ଅନୁଷ୍ଠାନର ସୂତ୍ରପାତ କରିଥିଲେ।] — [ଦ୍ର—ଏ ସ୍ୱର୍ଗୀୟ ଦେବେନ୍ଦ୍ରନାଥ ଠାକୁରଙ୍କ କନ୍ୟା;1857ଖ୍ରାଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ଏ ବଙ୍ଗ ମହିଳାମାନଙ୍କ ମଧ୍ୟରେ ପ୍ରଥମ ଉପନ୍ୟାସ ଲେଖିଥିଲେ ଏହାଙ୍କ ପ୍ରଥମ ଉପନ୍ୟାସ 'ଦୀପନିର୍ବାଣ'; ଏ ପରେ 'ଛିନ୍ନମୁକୁଳ', ହୁଗୁଳିର ଇମାସ୍ ବାଡ଼ା, ସ୍ନେହଲତା, ବିଦ୍ରୋହ, ମିବାରରାଜ; ଫୁଲେର- ମାଲା, କାହାକେ, ନବ ବାହିନୀ, ବସନ୍ତ ଉତ୍ସବ, ଗାଥ୍, ବାଲ୍ୟବିନୋଦ' ଆଦି ବଙ୍ଗଳା ଗ୍ରନ୍ଥ ଲେଖିଥିଲେ ଏ ବଙ୍ଗଳା, ସଂସ୍କୃତ ଓ ଇଂରାଜୀ ଭାଷା ଉତ୍ତମରୂପେ ଜାଣିଥିଲେ ଏହାଙ୍କ ସ୍ୱାମୀଙ୍କ ନାମ ଜଗନ୍ନାଥ ଘୋଷାଲ ଏ11ବର୍ଷ 'ଭାରତୀ' ମାସିକ ପତ୍ରିକାର ସମ୍ପାଦକତ୍ୱ କରିଥିଲେ ଏହାଙ୍କ କନ୍ଯା ଶ୍ରୀମତୀ ସରଳା ଦେବୀ ବି. ଏ ଏ ଭାରତୀୟ ପରଦାନସୀନ୍ ସ୍ତ୍ରୀଲୋକମାନଙ୍କ ପାଇଁ 'ସଖୀ ସମିତି', 'ବିଧବାଶ୍ରମ' ଓ 'ମହିଳା—ଶିଳ୍ପମେଳା' ଆଦି ଅନେକଗୁଡ଼ିଏ ଅନୁଷ୍ଠାନର ସୂତ୍ରପାତ କରିଥିଲେ]