ସ୍ୱର୍ଣ୍ଣ କଦଳୀ Swarṇṇa kadaḻī

  • ସଂ. ବି — ସ୍ୱର୍ଣ୍ଣଫଳା; ଚମ୍ପା କଦଳୀ — A kind of banana
  • ସଂ. ବି — [ଉ—ସ୍ୱର୍ଣ୍ଣ କଦଳୀ ଦଳ ଚଉଦିଗରେ, ଶୋହେ ବିଜୁଳି ଯେହ୍ନେ ତୋ କଳେବରେ—ରାଧାନାଥ, ମେଘଦୂତ।]