ସ୍ୱର୍ଜିକ Swarjika
- ସଂ. ବି. (ସୁ+ଅର୍ଜ୍ ଧାତୁ+ଇକ) — ସର୍ଜିକାକ୍ଷାର; ସାଜିମାଟି — Natron; fuller's earth
- ସଂ. ବି. (ସୁ+ଅର୍ଜ୍ ଧାତୁ+ଇକ) — ସ୍ୱର୍ଜି(ର୍ଜ୍ଜି)କାକ୍ଷାର, ସ୍ୱର୍ଜି(ର୍ଜ୍ଜି)କ୍ଷାର, ସ୍ୱର୍ଜି(ର୍ଜ୍ଜି), ସ୍ୱଜୀ(ର୍ଜ୍ଜୀ)ବା — — ସ୍ୱର୍ଜି(ର୍ଜ୍ଜି)କାକ୍ଷାର, ସ୍ୱର୍ଜି(ର୍ଜ୍ଜି)କ୍ଷାର, ସ୍ୱର୍ଜି(ର୍ଜ୍ଜି), ସ୍ୱଜୀ(ର୍ଜ୍ଜୀ)ବା
- ସଂ. ବି. (ସୁ+ଅର୍ଜ୍ ଧାତୁ+ଇକ) — ଯବକ୍ଷାର (ରାଜନିର୍ଘଣ୍ଟ) — Saltpetre; nitre
- ସଂ. ବି. (ସୁ+ଅର୍ଜ୍ ଧାତୁ+ଇକ) — [ଦ୍ର—ଏହା କଦୁଷ୍ଣ, ତୀକ୍ଷ୍ଣ, ବାତକଫନାଶକ, ସ୍ନିଗ୍ଧ, ଲଘୁ, ବହ୍ନିଦୀପକ ଓ ଗୁଳ୍ମ, ଶୂଳ, ଆଧ୍ୱାନ, କୃମି, ବ୍ରଣ, ଜଠରଦୋଷ ନାଶକ।]