ସ୍ୱର୍ଗ୍ୟ Swargya

  • ସଂ. ବିଣ. (ସ୍ୱର୍ଗ+ସମ୍ବନ୍ଧାର୍ଥେ. ୟ) — ସ୍ୱର୍ଗୀୟ — Heavenly
  • ସଂ. ବିଣ. (ସ୍ୱର୍ଗ+ସମ୍ବନ୍ଧାର୍ଥେ. ୟ) — ଯେଉଁ କାର୍ଯ୍ୟ ଦ୍ୱାରା ଲୋକ ସ୍ୱର୍ଗ ଭୋଗ କରେ — (any act) By which a person attains heaven