ସ୍ୱର୍ଗୀ Swargī

  • ସଂ. ବି. ପୁଂ. (ସ୍ୱର୍ଗ+ଅଛିଅର୍ଥେ. ଇନ୍; 1 ମା. 1 ବ) — ଦେବତା — Deity
  • ସଂ. ବିଣ. ପୁଂ. — ସ୍ୱର୍ଗତ (ଦେଖ) — Swargata (See)
  • ସଂ. ବିଣ. ପୁଂ. — ମୃତ — Dead 'the late' (so and so)
  • ସଂ. ବିଣ. ପୁଂ. — ସ୍ୱର୍ଗବାସୀ — Living in heaven
  • ସଂ. ବିଣ. ପୁଂ. — ଦୟାଶୀଳ, ସତ୍ୟବାନ୍, ଗୁରୁଦେବପୂଜକ ଓ ସାଧୁ ସଙ୍ଗମକାରୀ (ବ୍ଯକ୍ତି) ଗରୁଡ଼ ପୁରାଣ — Kind, truthful, god- fearing and devoted (person)