ସ୍ୱର୍ଗୀୟ Swargīya
- ସଂ. ବିଣ. ପୁଂ. (ସ୍ୱର୍ଗ+ଈୟ) — ସ୍ୱର୍ଗ ସମ୍ବନ୍ଧୀୟ — Relating to heaven; divine
- ସଂ. ବିଣ. ପୁଂ. (ସ୍ୱର୍ଗ+ଈୟ) — ସ୍ୱର୍ଗ ସମ୍ବନ୍ଧୀୟ ଗୁଣ ପୂର୍ଣ୍ଣ — Heavenly
- ସଂ. ବିଣ. ପୁଂ. (ସ୍ୱର୍ଗ+ଈୟ) — ଯାହା ସ୍ୱର୍ଗସୁଖ ଦିଏ — Giving heavenly bliss
- ସଂ. ବିଣ. ପୁଂ. (ସ୍ୱର୍ଗ+ଈୟ) — ସ୍ୱର୍ଗସ୍ଥ — Situated in heaven
- ସଂ. ବିଣ. ପୁଂ. (ସ୍ୱର୍ଗ+ଈୟ) — ସ୍ୱର୍ଗତ; ମୃତ — Dead
- ସଂ. ବିଣ. ପୁଂ. (ସ୍ୱର୍ଗ+ଈୟ) — [ଦ୍ର—"ମୃତ" ଅର୍ଥରେ ଏହି ଶବ୍ଦ ବ୍ଯବହୃତ ହେବା ସ୍ଥଳରେ "ସ୍ୱର୍ଗୀୟ ଅମୁକ" ଏହା ନ ଲେଖି "୰ ଅମୁକ" ବଙ୍ଗଳାରେ ଲେଖାଯାଏ ଏବଂ ଏଥିର ଅନୁକରଣରେ ଓଡ଼ିଆର ଆଧୁନିକ କେତେକ ଲେଖକ ମଧ୍ୟ ଏହି "୰" ଚିହ୍ନ ବ୍ଯବହାର କରୁଥିବା ଦେଖାଯାଏ। କେହି କେହି "ସ୍ୱର୍ଗୀୟ" ଶବ୍ଦ ପରିବର୍ତ୍ତରେ "ଈଶ୍ୱର" ଅମୁକ ବୋଲି ଉଚ୍ଚାରଣ କରନ୍ତି।]