ସ୍ୱର୍ଗାରୋହଣ Swargārohaṇa
- ସଂ. ବି — ସ୍ୱର୍ଗପ୍ରାପ୍ତି; ସ୍ୱର୍ଗକୁ ଉଠିବା; ସ୍ୱର୍ଗକୁ ଯିବା — Ascension to heaven; ascending to heaven
- ସଂ. ବି — ମୃତ୍ୟୁ — Death
- ସଂ. ବି — ମବାଭାରତର ପର୍ବ ବିଶେଷ; ମହାଭାରତର 18 ପର୍ବ ମଧ୍ୟରୁ ଶେଷ ପର୍ବ, ଯେଉଁ ପର୍ବରେ ପାଣ୍ଡବମାନଙ୍କର ସ୍ୱର୍ଗାରୋହଣ ବିବରଣ ବର୍ଣ୍ଣିତ ହୋଇଅଛି — ମବାଭାରତର ପର୍ବ ବିଶେଷ; ମହାଭାରତର18ପର୍ବ ମଧ୍ୟରୁ ଶେଷ ପର୍ବ, ଯେଉଁ ପର୍ବରେ ପାଣ୍ଡବମାନଙ୍କର ସ୍ୱର୍ଗାରୋହଣ ବିବରଣ ବର୍ଣ୍ଣିତ ହୋଇଅଛି—. The last chapter or volume of the Mahābhārata