ସ୍ୱର୍ଗଣିକା Swargaṇikā

  • ସଂ. ବି. ( 6 ଷ୍ଠୀ ତତ୍) — ସ୍ୱର୍ବେଶ୍ୟା; ଅପ୍ସରାମାନେ — The nymphs or dancing girls of heaven
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଏମାନେ ଚିର ଯୁବତୀ ଓ ଦେବଭୋଗ୍ୟା। ଏମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟଗୀତାଦି କରନ୍ତି।]