ସ୍ୱର୍ଗଙ୍ଗା Swargaṅgā
- ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ସ୍ୱଃ=ସ୍ୱର୍ଗରେ ବହୁଥିବା ଗଙ୍ଗା) — ହିନ୍ଦୁ ପୁରାଣ ବର୍ଣ୍ଣିତ ଦେବ— ଲୋକରେ ବହୁଥିବା ଗଙ୍ଗା ନଦୀ; ମନ୍ଦାକିନୀ — The Ganges said to flow in heaven (according to the Purāṇas)
- ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ସ୍ୱଃ=ସ୍ୱର୍ଗରେ ବହୁଥିବା ଗଙ୍ଗା) — ଆକାଶରେ ପଡ଼ିଥିବା ଅସଂଖ୍ୟ ନକ୍ଷତ୍ର ଖଚିତ ଶ୍ୱେତ ପଥ — The milky way; the galaxy