ସ୍ୱର୍ଗଗାମୀ Swargagāmī

  • ସଂ. ବିଣ. ପୁଂ. (ସ୍ୱର୍ଗଗାମିନ୍ ଶବ୍ଦ, ସ୍ୱର୍ଗ+ଗମ୍ ଧାତୁ +କର୍ତ୍ତୃ. ଇନ୍ 1 ମା. 1 ବ) — ମୃତ — Dead
  • ସଂ. ବିଣ. ପୁଂ. (ସ୍ୱର୍ଗଗାମିନ୍ ଶବ୍ଦ, ସ୍ୱର୍ଗ+ଗମ୍ ଧାତୁ +କର୍ତ୍ତୃ. ଇନ୍ 1 ମା. 1 ବ) — ଯେଉଁ ପୁଣ୍ୟକର୍ମା ବ୍ଯକ୍ତି ମୃତ୍ୟୁ ପରେ ସ୍ୱର୍ଗ ଲାଭ କରନ୍ତି — (a person) Attaining heaven after death by virtue of one's meritorious acts in this life