ସ୍ୱର୍ଗକୁ ଲଗି ବଢ଼ାଇବା Swargaku lagi baṟḍ̠hāibā

  • ଦେ. କ୍ରି.—(ଲକ୍ଷଣାର୍ଥ) — ଖଣ୍ଡିଏ ବାଉଁଶ ଦ୍ୱାରା ଆକାଶକୁ ସ୍ପର୍ଶ କରି ପାରିବା ପରି ଦୁରାଶାମୟ ବା ଅସମ୍ଭବ କଥା କରିବା ପାଇଁ ସାହସ କରିବା — (figurative) To dare an impossible thing (literally, to try to touch the sky with a pole or log)