ସ୍ୱର୍ଗକୁ ନିଶୁଣି ନାହିଁ Swargaku niṡuṇi nāhiñ

  • ଦେ. ପ୍ରବଚନାଂଶ — ସ୍ୱର୍ଗକୁ ବା ଆକାଶକୁ ଉଠିବା ପାଇଁ ଶିଢ଼ୀ ନାହିଁ — There is no ladder to go up to the heaven
  • ଦେ. ପ୍ରବଚନାଂଶ — [ଦ୍ର—ପୂର୍ଣ୍ଣ ପ୍ରବଚନ—ସ୍ୱର୍ଗକୁ ନିଶୁଣି ନାହିଁ କି, ବଡ଼ଲୋକଙ୍କୁ ଉତ୍ତର ନାହିଁ।]