ସ୍ୱର୍ଗ ସୁଖ Swarga sukha

  • ସଂ. ବି — ସ୍ୱର୍ଗରେ ଅନୁଭୂତ ସୁଖ — Happiness enjoyed in heaven
  • ସଂ. ବି — ଦୁଃଖ— ଲେଶଶୂନ୍ଯ ଆନନ୍ଦ — Unmixed or unalloyed bliss
  • ସଂ. ବି — ସ୍ୱର୍ଗସୁଖ ପରି ଅପାର ଆନନ୍ଦ — Excessive or incomparable heavenly bliss