ସ୍ୱର୍ଗ ସମ୍ପତ୍ତି Swarga sampatti

  • ସଂ. ବି — ସ୍ୱର୍ଗଲାଭ କରିବା ରୂପ ଐଶ୍ୱର୍ଯ୍ୟ ବା ବିଭୂବ — The supreme happiness of a person attaining heaven
  • ସଂ. ବି — ସୁଖର ପରାକାଷ୍ଠା — Utmost happiness
  • ସଂ. ବି — ସ୍ୱର୍ଗସୁଖ (ଦେଖ) — Swarga sukha (See)