ସ୍ୱର୍ଗ ଶିରୀ Swarga ṡirī

  • ଦେ. ବି. (ସଂ. ସ୍ୱର୍ଗ ଶ୍ରୀ) — ସ୍ୱର୍ଗ ସମ୍ପତ୍ତି (ଦେଖ) — Swarga sampatti (See)
  • ଦେ. ବି. (ସଂ. ସ୍ୱର୍ଗ ଶ୍ରୀ) — [ଉ—ତୁମ୍ଭ ପରାକ୍ରମରେ ଅସୁରଙ୍କୁ ମାରି, ଦେବେ ଭୁଞ୍ଜୁ ଅଛନ୍ତି ସୁଖେ ସ୍ୱର୍ଗ ଶିରୀ। କୃଷ୍ଣସିଂହ, ମହାଭାରତ, ବନ।]