ସ୍ୱର୍ଗ ଭୂମି Swarga bhūmi

  • ସଂ. ବି — (ନାମ) ବାରାଣସୀର ପଶ୍ଚିମସ୍ଥ ପ୍ରାଚୀନ ଜନପଦବିଶେଷ (ହି. ଶ.) — Name of an ancient village to the west of Benares
  • ସଂ. ବି — [ଦ୍ର— କଥିତ ଅଛି ଯେ, ଏହିଠାରେ ଭଗବତୀ ଦୁର୍ଗ ନାମକ ରାକ୍ଷସକୁ ବଧ କରି ନିଜେ 'ଦୁର୍ଗା' ନାମରେ ଅଭିହିତା ହେଲେ (ହି. ଶ.)—କିନ୍ତୁ ଦେବୀମାହାତ୍ମ୍ୟ ବା ଚଣ୍ଡୀ ପୁରାଣର 11 ଶ ଅଧ୍ୟାୟରେ ଦେବୀଙ୍କ ବାକ୍ୟ ନିମ୍ନଲିଖିତ ମତେ ଉଦ୍ଧୃତ ହୋଇଅଛି—"ଶତବାର୍ଷିକ ଅନାବୃଷ୍ଟି ହେଲେ ଜଳଶୂନ୍ଯ ଭୂମିରେ ମୁଁ ଅଯୋନିଜାରୂପେ ଉତ୍ପନ୍ନ ହେବି ( 46 ଶ୍ଳୋକ); ସେତେବେଳେ ମୁଁ ଶତନେତ୍ର ଦ୍ୱାରା ମୁନିମାନଙ୍କୁ ନିରୀକ୍ଷଣ କରିବି ଓ ସେହି ହେତୁରୁ ମୋ ନାମ ଶତାକ୍ଷୀ ହେବ ( 47 ଶ୍ଳୋକ); ସେ ସମୟରେ ବୃଷ୍ଟି ହେବା ପର୍ଯ୍ୟନ୍ତ ମୁଁ ନିଜ— ଦେହ ସମ୍ଭୂତ ପ୍ରାଣଧାରକ ଶାକ ଦ୍ୱାରା ସମୁଦାୟ ଲୋକଙ୍କୁ ଭରଣ କରିବି ( 48 ଶ୍ଳୋକ); ଓ ସେହି ହେତୁରୁ ମୋ ନାମ ଶାକମ୍ଭରୀ ହେବ ( 49 ଶ୍ଳୋକ); ସେହି ଅନାବୃଷ୍ଟି ସମୟରେ ମୁଁ ଦୁର୍ଗ (ଦୁର୍ଗମ) ନାମକ ମହାସୁରକୁ ବଧ କରିବି ଓ ସେହି ହେତୁରୁ ମୋ ନାମ ଦୁର୍ଗା ହେବ ( 50 ଶ୍ଳୋକ)] — [ଦ୍ର— କଥିତ ଅଛି ଯେ, ଏହିଠାରେ ଭଗବତୀ ଦୁର୍ଗ ନାମକ ରାକ୍ଷସକୁ ବଧ କରି ନିଜେ 'ଦୁର୍ଗା' ନାମରେ ଅଭିହିତା ହେଲେ (ହି. ଶ.)—କିନ୍ତୁ ଦେବୀମାହାତ୍ମ୍ୟ ବା ଚଣ୍ଡୀ ପୁରାଣର11ଶ ଅଧ୍ୟାୟରେ ଦେବୀଙ୍କ ବାକ୍ୟ ନିମ୍ନଲିଖିତ ମତେ ଉଦ୍ଧୃତ ହୋଇଅଛି—"ଶତବାର୍ଷିକ ଅନାବୃଷ୍ଟି ହେଲେ ଜଳଶୂନ୍ଯ ଭୂମିରେ ମୁଁ ଅଯୋନିଜାରୂପେ ଉତ୍ପନ୍ନ ହେବି (46ଶ୍ଳୋକ); ସେତେବେଳେ ମୁଁ ଶତନେତ୍ର ଦ୍ୱାରା ମୁନିମାନଙ୍କୁ ନିରୀକ୍ଷଣ କରିବି ଓ ସେହି ହେତୁରୁ ମୋ ନାମ ଶତାକ୍ଷୀ ହେବ (47ଶ୍ଳୋକ); ସେ ସମୟରେ ବୃଷ୍ଟି ହେବା ପର୍ଯ୍ୟନ୍ତ ମୁଁ ନିଜ— ଦେହ ସମ୍ଭୂତ ପ୍ରାଣଧାରକ ଶାକ ଦ୍ୱାରା ସମୁଦାୟ ଲୋକଙ୍କୁ ଭରଣ କରିବି (48ଶ୍ଳୋକ); ଓ ସେହି ହେତୁରୁ ମୋ ନାମ ଶାକମ୍ଭରୀ ହେବ (49ଶ୍ଳୋକ); ସେହି ଅନାବୃଷ୍ଟି ସମୟରେ ମୁଁ ଦୁର୍ଗ (ଦୁର୍ଗମ) ନାମକ ମହାସୁରକୁ ବଧ କରିବି ଓ ସେହି ହେତୁରୁ ମୋ ନାମ ଦୁର୍ଗା ହେବ (50ଶ୍ଳୋକ)]