ସ୍ୱର୍ଗ ଧାମ Swarga dhāma

  • ସଂ. ବି—(ରୂପକ; ସ୍ୱର୍ଗ+ଧାମନ୍) — (ମୃତ୍ୟୁପରେ) ସ୍ୱର୍ଗରୂପ ବାସସ୍ଥାନ — Heaven, which becomes the abiding place of the pious after death
  • ସଂ. ବି—(ରୂପକ; ସ୍ୱର୍ଗ+ଧାମନ୍) — ସ୍ୱର୍ଗ ଲୋକ — The heaven