ସ୍ୱରୋଚିଷ Swarochisha

  • ସଂ. ବି — ଦ୍ୱିତୀୟ ମନୁ (ଅଗ୍ନିଙ୍କର ପୁତ୍ର) — The second progenitor of mankind (son of the Fire-god)
  • ସଂ. ବି — [ଉ—ସେ ମନୁ ଅନ୍ତେ ସ୍ୱରୋଚିଷ, ଦ୍ୱିତୀୟ ମନୁ ସେ ବିଶେଷ—ଜଗନ୍ନାଥ, ଭାଗବତ]
  • ସଂ. ବି — [ଦ୍ର—ଏ କଳି ନାମକ ଗନ୍ଧର୍ବଙ୍କ ଔରସରୁ ବରୂଥିନୀ ନାମ୍ନୀ ଅପ୍ସରାଙ୍କ ଗର୍ଭରୁ ଜନ୍ମିଥିଲେ। ଏ ସ୍ୱାରୋଚିଷ ମନୁଙ୍କ ପିତା ଥିଲେ।]