ସ୍ୱରୂପାନନ୍ଦ Swarūpānanda
- ଦେ. ବି. ପୁଂ. (ନାମ) — ଲୋକଙ୍କ ନାମ — A name given to males
- ଦେ. ବି. ପୁଂ. (ନାମ) — କଟକଜିଲ୍ଲାର ନେମ୍ବାଳ ଗାଦିର ପ୍ରତିଷ୍ଠାତା ଅଚ୍ୟୁତାନନ୍ଦଙ୍କ ବଂଶଧରଙ୍କ ନାମ ବିଶେଷ — Name of a descendant of Achyutānanda of a Nembāḻa Matha of the Cuttack district