ସ୍ୱରୂପ ଯୋଗ୍ୟ Swarūpa j̄ogya

  • ସଂ. ବିଣ — ନିଜର ଉପଯୋଗିତା ଅନୁସାରେ କାର୍ଯ୍ୟ— ସିଦ୍ଧି ପାଇଁ ଉପଯୁକ୍ତ; କାର୍ଯ୍ୟ ସାଧନୋ— ପଯୋଗୀ — Individually fit for accomplishing any work