ସ୍ୱରାପଗା Swarāpagā

  • ସଂ. ବି. ( 6 ଷ୍ଠୀ ତତ୍; ସ୍ୱଃ=ସ୍ୱର୍ଗ+ଆପଗା=ନଦୀ) — ସ୍ୱର୍ଗଙ୍ଗା (ହେମଚନ୍ଦ୍ର); ମନ୍ଦାକିନୀ — The Ganges said to flow in the heaven